୧୦,୦୦୦ ଟଙ୍କା ହେଉ କି ୧ ଲକ୍ଷ ଟଙ୍କା ଦିଅ, ଜଣେ ମୁସଲିମ ଭୋଟର ମୋତେ କେବେ ବାଛିବେ ନାହିଁ: ହିମନ୍ତ ଶର୍ମା ନୂଆଦିଲ୍ଲୀ,୧୨ା୧୨: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦୃଢ଼ତାର ସହ କହିଛନ୍ତି ଯେ ରାଜ୍ୟରେ ସରକାରୀ ଯୋଜନା କିମ୍ବା ଆର୍ଥିକ ପ୍ରୋତ୍ସାହନ ଅପେକ୍ଷା ବିଚାରଧାରା ଭୋଟ୍ ଦେବାର ଢାଞ୍ଚାକୁ ନିର୍ଦ୍ଧାରଣ କରେ। ସେ କହିଛନ୍ତି ଯେ ମୁସଲିମ୍ ସମ୍ପ୍ରଦାୟର ଭୋଟରମାନଙ୍କୁ...