ବିଲ୍ ପାସ୍ କଲେ କର୍ଣ୍ଣାଟକ ସରକାର: ମୁସଲମାନମାନଙ୍କୁ ମିଳିବ ସଂରକ୍ଷଣ ବେଙ୍ଗାଲୁରୁ,୨୧।୩: କର୍ଣ୍ଣାଟକ ବିଧାନସଭାରେ ହନି ଟ୍ରାପ୍ ଦୁର୍ନୀତି ବିବାଦ ମଧ୍ୟରେ, ରାଜ୍ୟ ସରକାର ମୁସଲମାନମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଥିବା ବିଲ୍ ପାସ୍ କରିଛନ୍ତି। ଭାଜପା ଏହାକୁ “ଅସାମ୍ବିଧାନିକ” ବୋଲି କହିଛି ଏବଂ ଏହାକୁ ଆଇନଗତ ଭାବରେ...