୭ ବର୍ଷର ଶିଶୁଙ୍କୁ ଅପହରଣ ପରେ କରିଥିଲେ ହତ୍ୟା, ଚୂଡ଼ାନ୍ତ ରାୟରେ ଅଭିଯୁକ୍ତ ଦେବାଶିଷଙ୍କୁ… ବ୍ରହ୍ମପୁର,୨୯ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)-୧ ନରେଶ ମହାନ୍ତି ସୋମବାର ୨୦୧୯ ଜାନୁଆରୀ ମାସର ବହୁଚର୍ଚ୍ଚିତ ଜନୈକ ୭ବର୍ଷର ଡିଏଭି ଛାତ୍ର ଅପହରଣ ପରେ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ସେ ଅଭିଯୁକ୍ତ ଯାଜପୁରର…