Tag Archives: murdered a young man

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍‌ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ଛତ୍ରପୁର ଥାନା ଅରୁଗୁଣୀ ଗ୍ରାମର ଆର. ରାଜା ରାଓ।…

ଯାତ୍ରା ଦେଖି ଫେରିବାବେଳେ ଅଟୋଚାଳକଙ୍କୁ ହତ୍ୟା

ଟିକିରି,୧୩ା୯(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲାର ଦୋରାଗୁଡ଼ା ଥାନା ଅନ୍ତର୍ଗତ ଡି. କରଳ ଗାଁ ନିକଟରେ ଶୁକ୍ରବାର ରାତିରେ ଜଣେ ଅଟୋଚାଳକଙ୍କୁ ହତ୍ୟା କରାଯାଇଛି। ରାତିରେ ସେ ତିକିରିଠାରେ ହେଉଥିବା ବାଲିଯାତ୍ରା ଦେଖି ଫେରୁଥିବା ସମୟରେ ତାଙ୍କ ବେକକୁ ଧାରୁଆ ଅସ୍ତ୍ର…

ସ୍ତ୍ରୀଙ୍କ ଆଖି ସାମ୍ନାରେ ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ

ଢେଙ୍କାନାଳ,୨୧ା୪(ରତନ ନାୟାର): ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାରିଗର ସାହିରେ ଘଟିଛି ଏକ ଅଭାବନୀୟ କାଣ୍ଡ। ସ୍ଥାନୀୟ ଯୁବକ ମହେଶ୍ୱର ବେହେରା ଓରଫ ଟିଟନ ନାମକ ଜଣେ ଯୁବକଙ୍କୁ ଗୁଳି ଏବଂ ପରେ ପଥରରେ ଛେତି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟାକାଣ୍ଡ…

ଘରୁ ଡାକିଆଣି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଖୋର୍ଦ୍ଧା,୪ା୪(ପ୍ରଭାତ ପାଣିଗ୍ରାହୀ): ଜଟଣୀ ଥାନା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ଜଟଣୀ ବିକାଶ ନଗରର ମାନସ ଦଳାଇ। ଗୁରୁବାର ବିଳମ୍ବିତ ରାତିରେ ଘରୁ ଡାକିନେଇ ଖଣ୍ଡାରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି। ହତ୍ୟାକାଣ୍ଡ ପଛରେ ନିଶା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri