‘ରାମ ମନ୍ଦିର ଉପରେ ମନ୍ତବ୍ୟ ଦେଇ ପାକିସ୍ତାନ ନିଜର ମୃତ୍ୟୁକୁ ନିମନ୍ତ୍ରଣ କରୁଛି’, ମୁନିର-ଶହବାଜଙ୍କୁ କଡ଼ା ଟାର୍ଗେଟ କଲେ ଏହି ନେତା ନୂଆଦିଲ୍ଲୀ,୨୭।୧୧: କଂଗ୍ରେସ ନେତା ସୁରେନ୍ଦ୍ର ରାଜପୁତ ଅଯୋଧ୍ୟା ରାମ ମନ୍ଦିର ପତାକା ଉତ୍ତୋଳନ ସମ୍ପର୍କରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନକୁ ତାର ସୀମା ମଧ୍ୟରେ ରହିବା ଉଚିତ, କାରଣ ଭାରତ...