ଟିମ୍ ଇଣ୍ଡିଆରୁ ବହିଷ୍କୃତ ହେବା ପରେ ନାୟରଙ୍କୁ ମିଳିଲା ଆଉ ଏକ ଚାକିରି, ହେଲେ ଏହି ଟିମ୍ର ମେଣ୍ଟର ନୂଆଦିଲ୍ଲୀ,୨୭।୪: ଟିମ୍ ଇଣ୍ଡିଆର ପୂର୍ବତନ ସହାୟକ ପ୍ରଶିକ୍ଷକ ଅଭିଷେକ ନାୟାର ଏବେ ପ୍ରଶିକ୍ଷକ ଦଳର ଅଂଶ ନୁହଁନ୍ତି। ନିକଟରେ ବିସିସିଆଇ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲା। ହେଲେ ଦଳରୁ ବାଦ ପଡ଼ିବା ପରେ ଟି-୨୦ ଲିଗରେ ତାଙ୍କର ଚାହିଦା ବଢ଼ିଯାଇଛି।...