TMCର ହେଭିଓ୍ବେଟ ମୁକୁଲ ରାୟଙ୍କ ପରଲୋକ, ମମତାଙ୍କ ପରେ ନମ୍ବର ଦୁଇରେ ଥିଲେ କୋଲକାତା,୨୩।୨: ପଶ୍ଚିମବଙ୍ଗ ରାଜନୀତିର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ମୁକୁଲ ରାୟଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ତାଙ୍କ ପୁଅ ଶୁଭ୍ରାଂଶୁ ରାୟ ଏହି ଖବରକୁ ନିଶ୍ଚିତ କରିଛନ୍ତି। ରବିବାର ପ୍ରାୟ ୧ଟା…