ଧୋନୀଙ୍କ ଅବସର ଚର୍ଚ୍ଚା ଭିତରେ CSK coachଙ୍କର ବଡ଼ ବୟାନ, ସମସ୍ତେ କାବା
ଚେନ୍ନାଇ,୬।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ ମ୍ୟାଚ ପରେ ଏମଏସ ଧୋନୀଙ୍କ ଅବସର ନେଇ ଗୁଜବ ଜୋର ଧରିଛିା। ଏହି ମ୍ୟାଚରେ ସିଏସକେ ୨୫ ରନରେ ହାରି ଯାଇଛି…
ଅଧିନାୟକ ହେବା ପରେ IPLରୁ ସନ୍ନ୍ୟାସ ନେବେ ଏମ୍ଏସ୍ ଧୋନୀ! ଚେନ୍ନାଇରେ ନେବେ ଅବସର…
ନୂଆଦିଲ୍ଲୀ,୪।୪: IPL ୨୦୨୫ରେ ଶନିବାର ୫ ଏପ୍ରିଲରେ ଚେନ୍ନାଇ ସୁପର କିଙ୍ଗ୍ସ ସେମାନଙ୍କର ହୋମ ଗ୍ରାଉଣ୍ଡ ଚେପକ୍ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ମୁକାବିଲା କରିବ। ଲଗାତାର ଦୁଇଟି ମ୍ୟାଚ୍ ହାରିଥିବା ଚେନ୍ନାଇ ଦଳ ଦିଲ୍ଲୀ ବିପକ୍ଷରେ ବିଜୟ ହାସଲ କରିବାକୁ…
ପୁଣି ଅଧିନାୟକ ହେବେ ଏମ୍ ଏସ୍ ଧୋନୀ, IPL ୨୦୨୫ ମଝିରେ CSKର ବଡ଼ ନିଷ୍ପତ୍ତି!
ନୂଆଦିଲ୍ଲୀ,୪।୪: ପାଞ୍ଚ ଥରର ଆଇପିଏଲ୍ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍ ସିଜନରେ ଖରାପ ପ୍ରଦର୍ଶନ କରି ଆସୁଛି। ଋତୁରାଜ ଗାୟକଓ୍ବାଡ୍ଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପ୍ରଥମ ୩ ମ୍ୟାଚ୍ରୁ ୨ରେ ପରାଜୟର ସମ୍ମୁଖୀନ ହୋଇଛି। ଏମିତିରେ ଆଗାମୀ ମ୍ୟାଚ୍ଗୁଡ଼ିକ ଜିତିବା…
Video: ହାରିବା ସତ୍ତ୍ୱେ ହୃଦୟ ଜିତିଲେ ଧୋନୀ: ପଡ଼ିଆରେ କଲେ ଏମିତି କାମ, ଦେଖନ୍ତୁ ଭିଡିଓ
ଚେନ୍ନାଇ,୩୧।୩: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ରାଜସ୍ଥାନ ରୟାଲ୍ସ ସିଏସକେକୁ ୬ ରନର ନିକଟତମ ବ୍ୟବଧାନରେ ପରାସ୍ତ କରିଥିଲା। ଏହି ପରାଜୟ ସତ୍ତ୍ୱେ ଧୋନୀ ପଡିଆରେ ହୃଦୟ ଜିତିଥିଲେ। ରାଜସ୍ଥାନ ରୟାଲ୍ସ ଦଳର…
୧୭ ବର୍ଷର ମୁରୁଡ଼ି ସମାପ୍ତ କରିପାରିବେ କି କୋହଲି: ଆଜି ରହିବ ସମସ୍ତଙ୍କ ନଜର
ଚେନ୍ନାଇ,୨୮।୩: ଫ୍ୟାନ ଫଲୋଇଂ ଦୃଷ୍ଟିରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB)ଅନ୍ୟ ସମସ୍ତ ଆଇପିଏଲ ଦଳଠାରୁ ବହୁତ ଆଗରେ। କିନ୍ତୁ ଟାଇଟଲ ଦୃଷ୍ଟିରୁ, RCB ପଛରେ ପଡ଼ିଥିବା ପରି ମନେ ହେଉଛି। ଆରସିବି ଏପର୍ଯ୍ୟନ୍ତ ଥରେ ମଧ୍ୟ ଆଇପିଏଲ ଟାଇଟଲ ଜିତିନାହିଁ। ଏଥର RCB…
ହିନ୍ଦୀ କି ଇଂରାଜୀ ନୁହେଁ, ଏହି ଭାଷାରେ କମେଣ୍ଟ୍ରି ଶୁଣିବାକୁ ପସନ୍ଦ କରନ୍ତି ଧୋନୀ
ଚେନ୍ନାଇ,୨୪।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଆଞ୍ଚଳିକ ଭାଷାର ଭାଷ୍ୟକାର ପଦକ୍ଷେପକୁ ଭାରତର କିମ୍ବଦନ୍ତୀ କ୍ରିକେଟର ଏମଏସ ଧୋନୀ ପ୍ରଶଂସା କରିଛନ୍ତି। ସେ ଭୋଜପୁରୀ କମେଣ୍ଟ୍ରିକୁ ପ୍ରଶଂସା କରି ଏହାକୁ ‘ଏନରଜେଟିକ୍’ ବୋଲି କହିଛନ୍ତି। ଧୋନୀ କହିଛନ୍ତି, ଭୋଜପୁରୀ କମେଣ୍ଟ୍ରି ମୋତେ ପୁରୁଣା…
୬ ବର୍ଷ ପରେ ନିଜ ଭୁଲ୍ ମାନିଲେ ଧୋନୀ: କହିଲେ, ଏମିତି କରିବାର ନ ଥିଲା
ନୂଆଦିଲ୍ଲୀ,୧୭।୩: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପଡ଼ିଆରେ ତାଙ୍କର ଶାନ୍ତ ସୱଭାବ ପାଇଁ ଜଣାଶୁଣା। ତାଙ୍କର ପ୍ରଶଂସକମାନେ ତାଙ୍କର ଏହି ଶୈଳୀକୁ ପସନ୍ଦ କରନ୍ତି ଏବଂ ଏହି କାରଣରୁ ତାଙ୍କୁ ‘କ୍ୟାପ୍ଟେନ କୁଲ’ ମଧ୍ୟ କୁହାଯାଏ। ତଥାପି କ୍ରିକେଟ…
ପୁଣି ଏକାଠି ହେଲେ ଏମଏସ ଧୋନି, ଗୌତମ ଗମ୍ଭୀର; ଦେଖନ୍ତୁ ଫଟୋ
ନୂଆଦିଲ୍ଲୀ,୧୩ା୩: ଭାରତର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପୂର୍ବତନ ସାଥୀ ଏମଏସ ଧୋନିଙ୍କ ସହିତ ଏକ ବିରଳ ପୁନର୍ମିଳନ ହୋଇଛି। ଉଭୟ ମସୁରୀରେ ୱିକେଟକିପର-ବ୍ୟାଟର ରିଷଭ ପନ୍ତଙ୍କ ଭଉଣୀ ସାକ୍ଷୀଙ୍କ ବିବାହରେ ଯୋଗ ଦେଇଥିଲେ। ଧୋନି ମଙ୍ଗଳବାର ମେହେନ୍ଦି ଏବଂ ସଙ୍ଗୀତ…
ପାକିସ୍ତାନ ଦଳକୁ ମହେନ୍ଦ୍ର ସିଂ ଧୋନୀ ବି ରକ୍ଷା କରିପାରିବେ ନାହିଁ: କାହିଁକି ଏମିତି କହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ
ରାଓ୍ବଲପିଣ୍ଡି,୨୫।୨:ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାର ମାତ୍ର ୬ ଦିନ ପରେ, ଆୟୋଜକ ପାକିସ୍ତାନର ଟୁର୍ନାମେଣ୍ଟରେ ଯାତ୍ରା ଶେଷ ହୋଇଛି। ମହମ୍ମଦ ରିଜୱାନଙ୍କ ଅଧିନାୟକତ୍ୱରେ ପାକିସ୍ତାନକୁ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିବା…
‘ସାଣ୍ଟା କ୍ଲଜ୍’ ବେଶରେ ଆସି ଇଣ୍ଟରନେଟରେ ନିଆଁ ଲଗାଇଲେ ଧୋନୀ
ଭୁବନେଶ୍ୱର,୨୫।୧୨: ଭାରତର କିମ୍ବଦନ୍ତୀ ଅଧିନାୟକ ପୁଣିଥରେ ଇଣ୍ଟରନେଟ୍ ନିଆଁ ଲଗାଇଛନ୍ତି। ଖ୍ରୀଷ୍ଟମାସରେ ଏକ ନୂତନ ଅବତାରରେ ଆଶି ସେ ସମସ୍ତଙ୍କୁ ଚମକି ଦେଇଛନ୍ତି। ଧୋନି ପାଞ୍ଚ ବର୍ଷରୁ ଅଧିକ ସମୟ ହେବ ଆନ୍ତର୍ଜାତୀୟ କ୍ରିକେଟ୍ ଛାଡିଥିବାରୁ ସେ ପ୍ରାୟତ ନିଜ ପରିବାର…
ଧୋନୀଙ୍କୁ ବାଦ୍ ଦେଇ ଯୁବରାଜ ଗଢିଲେ ସର୍ବକାଳୀନ ପ୍ଲେଇଂ ୧୧, ଦେଖନ୍ତୁ ପୁରା ତାଲିକା
ନୂଆଦିଲ୍ଲୀ,୧୪।୭: ଭାରତୀୟ ଟିମ୍ ଚାମ୍ପିଅନ୍ସ ଅଫ୍ ଲିଜେଣ୍ଡ୍ସ ଫାଇନାଲରେ ପାକିସ୍ତାନକୁ ପାଞ୍ଚ ୱିକେଟରେ ହରାଇବା ପରେ ଅଧିନାୟକ ଯୁବରାଜ ସିଂ ତାଙ୍କର ସର୍ବକାଳୀନ ଏକାଦଶ ଚୟନ କରିଛନ୍ତି। ଯୁବରାଜ ନିଜେ ପ୍ରତିଷ୍ଠିତ କ୍ରିକେଟରଙ୍କ ମଧ୍ୟରୁ ଜଣେ ଅଟନ୍ତି, କିନ୍ତୁ ସେ ନିଜକୁ…
ହାରିବା ପରେ ଡ୍ରେସିଂ ରୁମ୍ରେ ଏକା ବସିଲେ ଧୋନୀ, କାହା ସହ ମିଳାଇଲେନି ହାତ,ଭାଇରାଲ ହେଉଛି ଭିଡିଓ…
ବେଙ୍ଗାଲୁରୁ,୧୯ା୫: ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ପ୍ଲେ ଅଫ୍ରେ ପ୍ରବେଶ କରିଛି। କ୍ରମାଗତ ୬ଟି ମ୍ୟାଚ ଜିତି ବିରାଟ କୋହଲିଙ୍କ ଦଳ ଏହାକୁ ପ୍ଲେ ଅଫ୍ କରିବାରେ ସଫଳ ହୋଇଥିବାବେଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ନିରାଶ…
Archives


