ଏମ୍ପିଙ୍କ ଦରମା ବୃଦ୍ଧି କଲେ କେନ୍ଦ୍ର ସରକାର: ଏଣିକି ମାସକୁ ମିଳିବ ଏତିକି ଦରମା ନୂଆଦିଲ୍ଲୀ,୨୪।୩: କେନ୍ଦ୍ର ସରକାର ସୋମବାର ଏମ୍ପିଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ୧ ଏପ୍ରିଲ ୨୦୨୩ରୁ ଏମପିମାନେ ୧ ଲକ୍ଷ ଟଙ୍କା ବଦଳରେ ୧.୨୪ ଲକ୍ଷ ଟଙ୍କା ଦରମା ପାଇବେ। ସରକାରଙ୍କ ଦ୍ୱାରା ଏମ୍ପିଙ୍କ ପେନସନ ଏବଂ ଭତ୍ତା ମଧ୍ୟ ବୃଦ୍ଧି…