ଭାଜପାକୁ ଶକ୍ତ ଧକ୍କା, ଦଳରୁ ଇସ୍ତଫା ଦେଲେ ପୂର୍ବତନ ଏମପିଙ୍କ ସମେତ ପ୍ରାୟ ୧୮ ନେତା ଗୁଆହାଟି,୯।୧୦: ଆସାମରେ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଚାରିଥର ଭାଜପା ଏମପି ରାଜେନ ଗୋହାଇନ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଅନ୍ୟ ୧୭ ଜଣ ସଦସ୍ୟଙ୍କ ସହ ଇସ୍ତଫାପତ୍ର ଦାଖଲ କରିଛନ୍ତି।…