ମୃତ୍ୟୁ ପୂର୍ବରୁ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଭିଡିଓ କଲ୍ରେ ଅନୁରୋଧ କଲେ ମା’ ନୂଆଦିଲ୍ଲୀ, ୧୫।୫: ଗୁରୁବାର ସକାଳେ ସୁରକ୍ଷା ବାହିନୀ ସହ ସଂଘର୍ଷରେ ନିହତ ହୋଇଥିବା ଜଣେ ଆତଙ୍କବାଦୀଙ୍କର ଏକ ଭିଡିଓରେ ତାଙ୍କ ମା’ ତାଙ୍କୁ ଆତ୍ମସମର୍ପଣ କରିବାକୁ ଅନୁରୋଧ କରୁଥିବା ଦେଖାଯାଇଛି। ଆତଙ୍କବାଦୀ ଅମିର ନାଜିର ଓ୍ଵାନୀଙ୍କୁ ଏକ ଏକେ-୪୭ ଧରି ତାଙ୍କ…