India’s Most Dangerous Airport:ଭାରତର ସବୁଠାରୁ ବିପଦପୂର୍ଣ୍ଣ ବିମାନବନ୍ଦର: ଅବତରଣ ସମୟରେ ଅଟକି ଯାଏ ନିଃଶ୍ୱାସ ଶ୍ରୀନଗର,୨୨।୨: ଆଜିକାଲି ବିମାନ ଦୁର୍ଘଟଣା ବହୁତ ସାଧାରଣ ହୋଇଗଲାଣି। କେତେବେଳେ ବିମାନଗୁଡ଼ିକ ଆକାଶରେ ଧକ୍କା ହୁଅନ୍ତି ଏବଂ କେତେବେଳେ ଅବତରଣ କରିବା ସମୟରେ ବିମାନଟି ଓଲଟିଯାଏ। ଏହି ସମସ୍ତ ଦୁର୍ଘଟଣା ମାନବୀୟ ତ୍ରୁଟି ଯୋଗୁ ଘଟିଛି। ତଥାପି ଆକାଶରେ ବିମାନ...