ପ୍ରାକୃତିକ କୃଷି ପଦ୍ଧତିରେ ମୁଗ ଚାଷ, ୧୦୦ ବିହନ ବନ୍ଧୁଙ୍କୁ… କର୍ଲାମୁଣ୍ଡା,୪ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର କନଶିଲ, ଧାଁରାଖମନ ଓ ପରମାନନ୍ଦପୁର ଗ୍ରାମର ଚାଷୀମାନେ ଦେଶୀ ଝାଇଁ ମୁଗକୁ ପୁଣିଥରେ ପୁନରୁଜ୍ଜୀବିତ କରିବା ପାଇଁ ପ୍ରାକୃତିକ କୃଷି ପ୍ରକ୍ରିୟାରେ ଚାଷକାମ ଆରମ୍ଭ କରିଛନ୍ତି। ଏହି ଅବସରରେ ବିକଳ୍ପଜୀବିକା...