ବୁଡ଼ିବା ପରିସ୍ଥିତିରେ ଆମେରିକା: ମାନ୍ଦାବସ୍ଥାର ଦ୍ୱାରଦେଶରେ ବିଶ୍ୱକୁ ‘ଦାଦାଗିରି’ ଦେଖାଉଥିବା ୟୁଏସ୍ ଓ୍ବାଶିଂଟନ୍,୩।୯: ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ଏପରି ନିଷ୍ପତ୍ତି ନେଉଛନ୍ତି,ଯାହା ବିଶ୍ୱ ଅର୍ଥନୀତିରେ ଏକ ବଡ଼ ହଇଚଇ ସୃଷ୍ଟି କରିଛି। ‘ଆମେରିକୀୟ ପ୍ରଥମ’ ସ୍ଲୋଗାନ ଦେବାର ଟ୍ରମ୍ପଙ୍କ ପଦକ୍ଷେପ ଏବେ...