monsoon

ବର୍ଷାଦିନେ ଘରକୁ ନିଅନ୍ତୁ ନାହିଁ ଏସବୁ ପରିବା, ଭିତରେ ଅଛି ରୋଗ ସୃଷ୍ଟିକାରୀ…

ବର୍ଷା ଋତୁ ତା’ ସହ ସବୁଜ ପନିପରିବା, ଶୀତଳତା, ସତେଜତା ଏବଂ ସୌନ୍ଦର୍ଯ୍ୟ ନେଇ ଆସିଥାଏ। କିନ୍ତୁ ଏହା ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଆଣିଥାଏ।…

7 months ago

‘ମୌସୁମୀରେ ମଧ୍ୟ ମାଓବାଦୀଙ୍କୁ ଶୋଇବାକୁ ଦେବୁ ନାହିଁ’: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଚେତାବନୀ

ରାୟପୁର, ୨୨।୬: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ରେ ମାଓବାଦୀଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଏଥର ମୌସୁମୀ ଋତୁରେ ମଧ୍ୟ ମାଓବାଦୀମାନଙ୍କୁ ଶୋଇବାକୁ ଦିଆଯିବ…

7 months ago

ନଦୀ-ନାଳର ଠିକଣା ଖୋଜୁଛନ୍ତି ଭଞ୍ଜନଗର ଚାଷୀ: ମୌସୁମୀ ଆସିଲାଣି ହେଲେ ମରାମତି ହୋଇନି ଆଡ଼ିବନ୍ଧ

ଭଞ୍ଜନଗର,୧୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଅଧିକ୍ଷଣଯନ୍ତ୍ରୀ କାର୍ଯ୍ୟାଳୟ ଅଧୀନରେ ଥିବା ଅନେକ ନଦୀ, କେନାଲ ଲଟା ବୁଦାରେ ଭରି ରହିଛି। ଆଉ କେତକ…

7 months ago

ଆଗାମୀ ଖରିଫ ଋତୁରେ ହୋଇପାରେ ଅଭୂତପୂର୍ବ ଖାଦ୍ୟଶସ୍ୟ ଉତ୍ପାଦନ, ବିପୁଳ ହ୍ରାସ ପାଇବ ଦରଦାମ୍

ନୂଆଦିଲ୍ଲୀ,୯।୬: କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ଆଗାମୀ ମାସରୁ ଆରମ୍ଭ ହେଉଥିବା ୨୦୨୫-୨୬ ଖରିଫ ଋତୁରେ ଭାରତ ସମ୍ଭବତଃ ଖାଦ୍ୟଶସ୍ୟ ଉତ୍ପାଦନରେ ଏକ…

8 months ago

ନିର୍ଦ୍ଧାରିତ ସମୟର ଗୋଟିଏ ସପ୍ତାହ ପୂର୍ବରୁ କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ,୨୪।୫: କେରଳରେ ମୌସୁମୀ ପ୍ରବେଶ କରିଛି। ଏହା ନିର୍ଦ୍ଧାରିତ ସମୟର ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ମୌସୁମୀ କେରଳ ଛୁଇଁଛି। ଗତ ୧୬ ବର୍ଷ ମଧ୍ୟରେ ଏହି…

8 months ago

୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ, ୧୬ ବର୍ଷ ପରେ ଏଥର…

ଭୁବନେଶ୍ୱର,୨୪ା୫: ଚାଷୀଙ୍କ ପାଇଁ ଖୁସି ଖବର। ପୂର୍ବବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ…

8 months ago

ଓଡ଼ିଶା ଛାଡ଼ିଲା ‘ମୌସୁମୀ’

ଭୁବନେଶ୍ୱର,୧୫।୧୦: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ବିଦାୟ ନେଇଛି। ୧୩ ତାରିଖରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବୁଧବାର ସୁଦ୍ଧା ଏହା ସମ୍ପୂର୍ଣ୍ଣ…

1 year ago

ପାଗ ଅନୁକୂଳ, ଓଡ଼ିଶାରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର,୧୧ା୧୦: ଦୁଇଦିନ ମଧ୍ୟରେ ଓଡିଶାରୁ ଅପସରି ଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ପାଗ ଅନୁକୂଳ ଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।…

1 year ago

ପାଣିପାଗ ବିଭାଗର ବଡ଼ ସୂଚନା, ଜୁଲାଇ ମାସରେ ୧୦୬ ପ୍ରତିଶତ ବର୍ଷା

ନୂଆଦିଲ୍ଲୀ, ୨ା୭: ଚଳିତ ବର୍ଷ ଜୁନ୍‌ରେ ହୋଇଥିବା ଭୀଷଣ ଗରମ ୧୨୩ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ବର୍ଷା ମଧ୍ୟ ଲୋକଙ୍କୁ ନିରାଶ କରିଥିଲା । କିନ୍ତୁ…

2 years ago

ଏହିସବୁ ସ୍ଥାନରେ ହେବ ପ୍ରବଳ ବର୍ଷା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ, ୨୯।୦୬: ଉତ୍ତର ପ୍ରଦେଶ, ଦିଲ୍ଲୀ ସମେତ ଉତ୍ତର ଭାରତରେ ମୌସୁମୀ ପହଞ୍ଚିଛି । ଏହାର ପ୍ରଭାବରୁ ବିଭିନ୍ନ ରାଜ୍ୟରେ ଏବେ ବର୍ଷା ଜାରି ରହିଛି ।…

2 years ago

ରାଜଧାନୀରେ ପ୍ରବଳ ବର୍ଷା, ୫ ମୃତ

ନୂଆଦିଲ୍ଲୀ, ୨୯।୦୬: ଦେଶର ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପ୍ରବଳ ବର୍ଷା ହୋଇଛି । ଫଳରେ ରାସ୍ତାଘାଟ ବୁଡ଼ିଯିବା ସହିତ ବିଭିନ୍ନ ସମସ୍ୟା ଉପୁଜିଛି । ଦୀର୍ଘ ୮୮…

2 years ago

ପାଣିପାଗ ବିଭାଗର ବଡ଼ ସୂଚନା, ଏ ସବୁ ଜିଲାରେ ଉତ୍କଟ ସ୍ଥିତି

ଭୁବନେଶ଼୍ବର, ୨୩।୬: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ଜାରି ରହିଛି । ବିଭିନ୍ନ ଜିଲାରେ ଅଳ୍ପ ବହୁତେ ବର୍ଷା ହେଉଛି । ଏହାରି ମଧ୍ୟରେ…

2 years ago