ଓଡ଼ିଶାରୁ ମୌସୁମୀ ବର୍ଷା ପ୍ରତ୍ୟାହାର ଆରମ୍ଭ, ଆସୁଛି ହାଡ଼ଭଙ୍ଗା ଶୀତ: ଆଇଏମ୍ଡି ଭୁବନେଶ୍ୱର,୧୩।୧୦: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ପ୍ରତ୍ୟାହାର ଆରମ୍ଭ ହୋଇଛି। ଆଗାମୀ ୨-୩ ଦିନ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ବର୍ଷା ପ୍ରତ୍ୟାହାର ହେବ ବୋଲି ଆଇଏମ୍ଡି କହିଛି। Today Southwest…