ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ନିକଟ ଜଣେ ଚାଷୀଙ୍କ ସ୍କୁଟି ଡିକିରୁ ସାଢ଼େ ୩ଲକ୍ଷ ଟଙ୍କା ଦୁର୍ବୃତ୍ତ ଲୁଟି ନେଇ ଯାଇଥିବା ପୋଲିସରେ ଅଭିଯୋଗ ହୋଇଛି।…