ମୋମୋ ଖାଇ ଭାଇ-ଭଉଣୀଙ୍କ ମୃତ୍ୟୁ! ମୃତଦେହ ନୀଳ… ନୂଆଦିଲ୍ଲୀ,୧୦।୩: ପଞ୍ଜାବର ତରନ ତାରନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ରବିବାର ସକାଳେ ସନ୍ଦେହଜନକ ପରିସ୍ଥିତିରେ ଦୁଇ ପିଲାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ପରିବାର ଦାବି କରିଛନ୍ତି ଯେ ପୂର୍ବ ରାତିରେ ଫାଷ୍ଟଫୁଡ୍ (ମୋମୋ) ଖାଇବା ପରେ…