‘କୋଶଳ’ ମନ୍ତବ୍ୟରେ ଜୟନାରାୟଣ ମିଶ୍ରଙ୍କୁ ସମାଲୋଚନା କଲେ ବିଜେଡି, କଂଗ୍ରେସ; ମୁଖ୍ୟମନ୍ତ୍ରୀଙ୍କୁ ମାଗିଲେ ଜବାବ ଭୁବନେଶ୍ୱର,୯।୩: କୋଶଳ ଅଞ୍ଚଳର ଓଡ଼ିଶା ସହିତ ମିଶ୍ରଣକୁ ଏକ “ଐତିହାସିକ ଭୁଲ” ବୋଲି ବର୍ଣ୍ଣନା କରି ବରିଷ୍ଠ ଭାଜପା ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏକ ନୂତନ ବିବାଦ ସୃଷ୍ଟି କରିଛନ୍ତି। ତାଙ୍କର ଏହି ମନ୍ତବ୍ୟକୁ ବିରୋଧୀ ଦଳ…