”ଅପରେଶନ ସିନ୍ଦୁର ସମୟରେ ପାକିସ୍ତାନକୁ ଲାଇଭ୍ ଅପଡେଟ୍ ଦେଇଥିଲା ଚାଇନା”, ସବୁ ଭୁଲି ହାତ ମିଶାଇଲେ ମୋଦି ନୂଆଦିଲ୍ଲୀ,୩୧।୮: କଂଗ୍ରେସ୍ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାଇନା ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ବୈଠକ ଉପରେ କଟାକ୍ଷ କରିଛି, ଭାରତ ବିରୋଧୀ ଚାଇନା ଆଗରେ ମୁଣ୍ଡ ନୁଆଁଇବା ଅଭିଯୋଗ କରିଛି। କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଚାଇନା ଭାରତ ପ୍ରତି ବାରମ୍ବାର…