ମନ୍ କି ବାତ୍ରେ ପ୍ରମିଳାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀ/କେନ୍ଦୁଝର,୨୭ା୭( ନରେଶ ଚନ୍ଦ୍ର ପଟ୍ଟନାୟକ): ମନ କି ବାତ୍ରେ କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସଂକୀର୍ତ୍ତନ ଜରିଆରେ ବନାଗ୍ନି ବାବଦରେ ସଚେତନ କରୁଥିବାରୁ ପ୍ରମିଳାଙ୍କୁ ମୋଦି ପ୍ରଶଂସା କରିଛନ୍ତି। କେନ୍ଦୁଝର ଜିଲାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ…