ଅଳିଆ ବିକ୍ରି କରି ଚନ୍ଦ୍ରଯାନ-୩ ମିଶନ ଖର୍ଚ୍ଚଠାରୁ ଅଧିକ ଆୟ କଲେ ମୋଦି ସରକାର
ନୂଆଦିଲ୍ଲୀ,୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅକ୍ଟୋବର ମାସରେ ଚାଲିଥିବା ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ କେବଳ ଅଫିସଗୁଡ଼ିକୁ ସଫା କରିନାହିଁ, ବରଂ ଅଦରକାରୀ ଜିନିଷକୁ ମୂଲ୍ୟବାନ ସମ୍ପତ୍ତିରେ ପରିଣତ କରିଛି। ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ର...


