ଭୁବନେଶ୍ୱରରେ ମଡର୍ଣ୍ଣ ମାଛ ମାର୍କେଟକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଭୁବନେଶ୍ୱର,୧୩ା୩: ରାଜଧାନୀରେ ୫୦ କୋଟି ଟଙ୍କାର ଏକ ଆଧୁନିକ ମାଛ ବଜାର ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଭୁବନେଶ୍ୱର ଏମପି ଅପରାଜିତା ଷଢ଼ଙ୍ଗୀ ତାଙ୍କ ଅଫିସିଆଲ୍ ଫେସବୁକ୍ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି। “ମୁଁ...