୫୪ ବର୍ଷ ପରେ ପ୍ରଥମଥର! ଦେଶର ୭ ରାଜ୍ୟରେ ବାଜିବ ସାଇରନ୍…, କାହିଁକି କେନ୍ଦ୍ର ଦେଲା ଏମିତି ନିର୍ଦ୍ଦେଶ ଜାଣନ୍ତୁ ନୂଆଦିଲ୍ଲୀ,୬।୫: ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ସମୟରେ, ଗୃହ ମନ୍ତ୍ରଣାଳୟ ସାରା ଦେଶରେ ମକ ଡ୍ରିଲ କରିବା ପାଇଁ ନିର୍ଦ୍ଦେଶ...