ଭୁବନେଶ୍ୱର,୬ା୪: ଖୋର୍ଦ୍ଧା ଜିଲାର ପିତାପଲି ନିକଟରେ ଶନିବାର ଏକ ବସ୍ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ଯୋଗାଇ…