କେତେ ସ୍ଥାନୀୟ ଲୋକଙ୍କୁ ଦେଇଛ ନିଯୁକ୍ତି ? ବହୁଦେଶୀୟ କମ୍ପାନୀକୁ ପ୍ରଶ୍ନ କଲେ ରାଜ୍ୟ ସରକାର ନୂଆଦିଲ୍ଲୀ,୨୧।୨: ବହୁଦେଶୀୟ କମ୍ପାନୀ ଗୁଡିକ କେତେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ତାହାକୁ ନୋଟିସ ବୋର୍ଡରେ ଦର୍ଶାଇବାକୁ କହିଛନ୍ତି ରାଜ୍ୟ ସରକାର। ସମସ୍ତ କ୍ଷେତ୍ରର କମ୍ପାନୀ ଗୁଡିକ ଏକ ନୋଟିସ ବୋର୍ଡ଼ରେ ଏହାକୁ ଦର୍ଶାଇବାକୁ ପଡିବ ବୋଲି କୁହାଯାଇଛି। ତେବେ...