‘ଏମ୍ଏଲ୍ଏ ଲାଡ୍ ୱେବ୍ ପୋର୍ଟାଲ’ର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ… ଭୁବନେଶ୍ୱର, ୧୪ା୮(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନଠାରେ ‘ଏମ୍ଏଲ୍ଏ ଲାଡ୍’ ଓ ‘ସିଏମ୍-ଏସ୍ଏ’ ର ସରଳୀକୃତ ଗାଇଡ୍ଲାଇନ ଉନ୍ମୋଚିତ କରିଛନ୍ତି। ଏହାସହ ଏମ୍ଏଲ୍ଏ ଲାଡ୍ ୱେବ୍ ପୋର୍ଟାଲର(https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ ହୋଇଛି। କ୍ୟାବିନେଟ୍ ବୈଠକ...