ମାଇଚିଆ ଶବ୍ଦ ବ୍ୟବହାର କରି ଫସିଲେ ଅରୁଣ ସାହୁ, କିନର ସମାଜ ପକ୍ଷରୁ କୁଶ ପୁତଳିକା ଦାହ ପାରଳାଖେମୁଣ୍ଡି,୧୯ା୬(ଗିରିଧାରୀ ପରିଛା): ବିରୋଧୀ ଦଳ ନେତା ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଗତ ୧୭ ତାରିଖରେ ବିରୋଧୀଙ୍କୁ ଆକ୍ଷେପ କରି ପୁରୀରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ମାଇଚିଆ ଶବ୍ଦ ବ୍ୟବହାର କରିଥିଲେ। ଏହା ଏବେ ତାଙ୍କୁ...