ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଦଳିବ ଡ୍ରେସକୋର୍ଡ ଭୁବନେଶ୍ବର,୨।୨: ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବଡ଼ ଘୋଷଣା କରିଛନ୍ତି । ମିଶନ ଶକ୍ତିର ମହିଳାଙ୍କୁ ସରକାର ଦେବେ ସ୍ମାର୍ଟଫୋନ୍ । ପ୍ରଭାତୀ ପରିଡ଼ା କହିଛନ୍ତି, ନୂଆ ରୂପ ପାଇବ ମିଶନ ଶକ୍ତି । ସେମାନଙ୍କର…