ସି ଜିନପିଙ୍ଗ ନିଖୋଜ! ୧୬ ଦିନ ପର୍ଯ୍ୟନ୍ତ କିଏ ଚଳାଇଲା ଦେଶ? ଜାଣନ୍ତୁ… ବେଜିଂ,୩୦।୬: ଏବେ ଚାଇନାରେ ଅଶାନ୍ତି ଲାଗି ରହିଛି। ଡ୍ରାଗନ ବିଶ୍ୱକୁ ଦେଖାଇବାକୁ ଯଥାସମ୍ଭବ ଚେଷ୍ଟା କରୁଛି ଯେ ସବୁକିଛି ଠିକ ଚାଲିଛି, କିନ୍ତୁ ଆସୁଥିବା ଖବରଗୁଡ଼ିକ ଦର୍ଶାଉଛି ଯେ ହୁଏତ ଚାଇନାରେ ସବୁକିଛି ଠିକ ନାହିଁ। ୨୧ ମଇ ରୁ ୫…