ଭାରତର ପାକିସ୍ତାନ ଉପରେ କାଉଣ୍ଟର ଆଟାକ୍ ଆରମ୍ଭ, ଲାହୋର-ସିଆଲକୋଟ-କରାଚି-ଇସଲାମାବାଦ ଉପରେ ମିସାଇଲ ମାଡ଼ ନୂଆଦିଲ୍ଲୀ,୮।୫: ପାକିସ୍ତାନ ଗୁରୁବାର ରାତିରେ ଜମ୍ମୁରେ ଥିବା ଏୟାରଷ୍ଟ୍ରିପ ଉପରେ ରକେଟ ନିକ୍ଷେପ କରିଥିଲା, କିନ୍ତୁ ଭାରତ ଏହି ଆକ୍ରମଣକୁ ବିଫଳ କରିଦେଇଛି। ଭାରତର S-400 ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ୮ଟି ପାକିସ୍ତାନୀ ମିସାଇଲକୁ ଗୁଳି କରି ଧ୍ବଂସ...