ମିସ ୟୁନିଭର୍ସ ଇଣ୍ଡିଆ ୨୦୨୫ର ମୁକୁଟ ପିନ୍ଧିଲେ ମନିକା, ୭୪ତମ Miss Universe ପ୍ରତିଯୋଗୀତାରେ ଭାରତକୁ କରିବେ ରିପ୍ରେଜେଣ୍ଟ ରାଜସ୍ଥାନ,୧୯।୮: ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେଉଥିବା ମିସ ୟୁନିଭର୍ସ ଇଣ୍ଡିଆ ୨୦୨୫ର ବିଜେତାଙ୍କୁ ଚୟନ କରାଯାଇଛି। ଏହି ପ୍ରତିଯୋଗିତାର ମୁକୁଟ ମନିକା ବିଶ୍ୱକର୍ମାଙ୍କ ମୁଣ୍ଡରେ ସଜ୍ଜିତ ହୋଇଛି। ମନିକା ମୂଳତଃ ରାଜସ୍ଥାନର ଗଙ୍ଗାନଗରର ଏବଂ ଦିଲ୍ଲୀରେ ମଡେଲିଂ କରନ୍ତି। ମନିକାଙ୍କୁ...