ରାଉରକେଲାରେ ଲଜ୍ଜାଜନକ ଘଟଣା: ନାବାଳିକା ଭଉଣୀକୁ ଗର୍ଭବତୀ କଲେ ନାବାଳକ ଭାଇ ରାଉରକେଲା,୩।୧୧: ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ରାଉରକେଲା ସହରରେ ଜଣେ ନାବାଳକ ନିଜର ସାନ ଭଉଣୀକୁ ବଳାତ୍କାର କରିଥିବା ଅଭିଯୋଗ ହେଉଛି। ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ଅଭିଯୁକ୍ତଙ୍କ ମା’ ଉଦିତ ନଗର ଥାନାରେ ଅଭିଯୋଗ କରିଥିଲେ। ସୂଚନା ଅନୁସାରେ, ଦିନ…