ବିଜୟ ଉତ୍ସବ ବେଳେ ବୋମା ଫୁଟି ନାବାଳିକା ମୃତ କୋଲକାତା,୨୪ା୬(ପି.ଟି.): ପଶ୍ଚିମବଙ୍ଗର ନଦିଆ ଜିଲା ଅନ୍ତର୍ଗତ କାଳୀଗଞ୍ଜରେ ତୃଣମୂଳ କଂଗ୍ରେସର ବିଜୟ ଉତ୍ସବ ରାଲିରେ ବୋମା ଫୁଟି ଜଣେ ୧୩ ବର୍ଷୀୟା ବାଳିକାଙ୍କ ମୃତ୍ୟୁ ଘଟିଛି। କାଳୀଗଞ୍ଜ ଆସନ ପାଇଁ ଉପନିର୍ବାଚନରେ ଟିଏମ୍ସି ପ୍ରାର୍ଥୀ ଅଲିଫା ଅହମଦ ବିଜୟୀ ହୋଇଥିଲେ।...