ଖୁବ୍ଶୀଘ୍ର ପ୍ରକାଶ ପାଇବ OTET ପରୀକ୍ଷା ତାରିଖର ବିଜ୍ଞପ୍ତି: ମନ୍ତ୍ରୀ ଭୁବନେଶ୍ୱର,୩୧ା୭: OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏଥିରେ ଯଦି କୌଣସି ଶିକ୍ଷକ କିମ୍ବା…