ନକଲି ଚାଷୀଙ୍କୁ ଚିହ୍ନଟ କରିବେ ସରକାର: ବଡ ଘୋଷଣା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର,୨୨।୭: ଓଡ଼ିଶା ସରକାର ନକଲି ଚାଷୀଙ୍କୁ ଚିହ୍ନଟ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟର ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ଯେ, ଚାଷୀମାନଙ୍କର e-KYC (ଇଲେକ୍ଟ୍ରୋନିକ ନୋ...