IPL 2026 ପାଇଁ କେବେ ହେବ ଖେଳାଳିଙ୍କ ନିଲାମି? ଆସିଲା ମିନି ଅକ୍ସନର ତାରିଖ ନୂଆଦିଲ୍ଲୀ,୧୦।୧୦: ସମସ୍ତେ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ପରବର୍ତ୍ତୀ ସିଜିନ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି, କିନ୍ତୁ ଏହି ବର୍ଷର ମିନି ନିଲାମି ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହି ନିଲାମ ପରେ, ପ୍ରତ୍ୟେକ ଦଳ ଲିଗରେ ପ୍ରବେଶ ପାଇଁ...