ଖଣି ମାଲିକଙ୍କ ଘରେ ED ଚଢ଼ାଉ: ୧୦ ଦାମୀ କାର, ୩ ସୁପର ବାଇକ୍ ସହ… ଭୁବନେଶ୍ୱର,୩୧ା୮: ଖଣି ମାଲିକ ଶକ୍ତି ରଞ୍ଜନ ଦାଶଙ୍କ ଘରେ ଇଡି ଚଢାଉ ହୋଇଛି। ଶକ୍ତିଙ୍କ ନୟାପଲ୍ଲୀ ସ୍ଥିତ ଘରେ ହିମାଚଳ ପ୍ରଦେଶ ED ଟିମ୍ ଚଢ଼ାଉ କରିଛି। ହିମାଚଳ ପ୍ରଦେଶ ପୋଲିସ ସିଆଇଡି ନିକଟରେ ମାମଲା ରୁଜୁ ପରେ ଏହି...