ଟ୍ରେଡ ଡିଲରେ ଆମେରିକା ଭାରତକୁ ପଠାଇବାକୁ ଚାହୁଁଥିଲା ଆମିଷ କ୍ଷୀର, ଗ୍ରହଣ କଲାନାହିଁ ଭାରତ, ଜାଣନ୍ତୁ ଏହା ପଛର ବଡ଼ କାରଣ ଓ୍ବାଶିଂଟନ/ନୂଆଦିଲ୍ଲୀ,୧୬।୭: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଛି, କିନ୍ତୁ ଏବେ ଏହି ପ୍ରସଙ୍ଗ ଅଟକି ରହିଥିବା ପରି ମନେ ହେଉଛି। ଇଣ୍ଡିଆ ଟୁଡେର ଏକ ଖବର ଅନୁଯାୟୀ, ଆମେରିକା ଭାରତକୁ...