ପ୍ରବାସୀ ଶ୍ରମିକଙ୍କ ପାଇଁ ସାଉଦି ଆରବରେ ବଡ଼ ଶ୍ରମ ସଂସ୍କାର: ‘କଫାଲା’ ପ୍ରଣାଳୀ ଉଚ୍ଛେଦ ନୂଆଦିଲ୍ଲୀ,୨୨।୧୦: ସାଉଦି ଆରବରେ ପ୍ରବାସୀ ଶ୍ରମିକଙ୍କ ଅଧିକାର ଓ ସୁରକ୍ଷା ପାଇଁ ୫୦ ବର୍ଷ ପୁରୁଣା ‘କଫାଲା’ ପ୍ରଣାଳୀକୁ ଉଚ୍ଛେଦ କରାଯାଇଛି। ଜୁନ୍ ୨୦୨୫ରେ ଏହି ଐତିହାସିକ ନିଷ୍ପତ୍ତି ଘୋଷଣା କରାଯାଇଛି। ‘କଫାଲା’ ଏକ ଶ୍ରମ ପ୍ରାୟୋଜକ ବ୍ୟବସ୍ଥା ଥିଲା,...