ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!
ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି। ଫଳସ୍ବରୂପ, ସାରା ବିଶ୍ୱରେ ତୈଳ ଏବଂ ଗ୍ୟାସର ଅଭାବ ଦିନକୁ ଦିନ ବୃଦ୍ଧି…
ମଧ୍ୟପ୍ରାଚ୍ୟ ଅଭିମୁଖେ ୟୁଏସ୍ଏସ୍ ଟ୍ରିପୋଲି
ଓ୍ବାଶିଂଟନ,୨୧ା୩: ଆମେରିକା ନୌସେନା ଯୁଦ୍ଧଜାହାଜ ୟୁଏସ୍ଏସ୍ ଟ୍ରିପୋଲି ମଧ୍ୟପ୍ରାଚ୍ୟ ଅଭିମୁଖେ ଅଗ୍ରସର ହେଉଛି। ଏଥିରେ ୨,୨୦୦ ସୈନ୍ୟ ରହିଥିବାରୁ ଉକ୍ତ ଅଞ୍ଚଳରେ ଆମେରିକା ଅଧିକ ସେନା ନିୟୋଜିତ କରିବା ସଙ୍କେତ ମିଳିଛି। ଇରାନରେ ଆମେରିକା ସ୍ଥଳଯୁଦ୍ଧ କରିପାରେ ବୋଲି ମଧ୍ୟ କଳ୍ପନାଜଳ୍ପନା…
କେତେଦିନ ଇରାନ ଉପରେ ବୋମା ବର୍ଷଣ କରିବେ ଟ୍ରମ୍ପ? ଲିକ୍ ହେଲା ପ୍ଲାନ, ଧୂଆଁମୟ ମିଡଲ ଇଷ୍ଟ
ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଉତ୍ତେଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷ ଚାରି ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ। ପୂର୍ବରୁ, ଟ୍ରମ୍ପ କହିଥିଲେ ଯେ ଆମେରିକାର ବୋମାମାଡ଼ ସମ୍ପୂର୍ଣ୍ଣ…
ଆମେରିକା ସହ ଟାରିଫ ଓ୍ବାର ମଧ୍ୟରେ ମିଡିଲ ଇଷ୍ଟରୁ ଆସିଲା ଖୁସି ଖବର, ଭାରତ-ଓମାନ ମଧ୍ୟରେ ଖୁବ ଶୀଘ୍ର ହେବ…
ନୂଆଦିଲ୍ଲୀ,୧୦।୮: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ନେଇ ସସପେନ୍ସ ରହିଥିବା ବେଳେ, ମଧ୍ୟପ୍ରାଚ୍ୟରୁ ଭାରତ ପାଇଁ ଏକ ଭଲ ଖବର ଆସିଛି। ଭାରତ ଏବଂ ଓମାନ ମଧ୍ୟରେ ଖୁବଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇପାରେ। ଉଭୟ ଦେଶ…
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଏୟାର ଇଣ୍ଡିଆର ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ରୁଟରେ ବନ୍ଦ କଲା ଉଡ଼ାଣ
ନୂଆଦିଲ୍ଲୀ,୨୩।୬: ତେହେରାନର ଗୁରୁତ୍ୱପୂର୍ଣ୍ଣ ପରମାଣୁ ପ୍ରତିଷ୍ଠାନ ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକାର ପ୍ରବେଶ ଏହି ସଂଘର୍ଷକୁ ଆଗକୁ ବଢାଇବାର ସମ୍ଭାବନାକୁ ବୃଦ୍ଧି କରିଛି। ଏୟାର ଇଣ୍ଡିଆ ରବିବାର କହିଛି ଯେ…
ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଁଉଛି ମିଡଲ ଇଷ୍ଟ? ଇସ୍ରାଏଲ ଆକ୍ରମଣରେ ଲାଲ ପଡିଲାଣି ଇରାନ
ତେହରାନ,୧୩।୬: ଇରାନର ସାମରିକ ଏବଂ ପରମାଣୁ ଘାଟି ଉପରେ ଇସ୍ରାଏଲୀ ଆକ୍ରମଣ ପରେ ଇରାନୀ ସେନାର ପ୍ରଥମ ସରକାରୀ ପ୍ରତିକ୍ରିୟା ଆସିଛି। ଶୁକ୍ରବାର ଇରାନୀ ସଶସ୍ତ୍ର ବାହିନୀ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ ଇସ୍ରାଏଲକୁ ‘ବଡ଼ ମୂଲ୍ୟ ଦେବାକୁ ପଡିବ’।…
Archives


