କୁମ୍ଭ ରାଶିରେ ବୁଧଙ୍କ ଉଦୟ, ଚମକିବ ୩ ରାଶିର ଭାଗ୍ୟ ଫେବୃଆରୀ ୯ ତାରିଖରେ ବୁଧ କୁମ୍ଭ ରାଶିରେ ଉଦିତ ହୋଇଛନ୍ତି। ବୁଧଙ୍କ ଏହି ଉଦିତ ଫେବୃଆରୀ ମାସରେ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ଆଣିପାରେ। ବୁଦ୍ଧି, ଜ୍ଞାନ ଏବଂ ବ୍ୟବସାୟର ପ୍ରତିନିଧିତ୍ୱ କରୁଥିବା ଏହି ଗ୍ରହ ଏହି ରାଶିମାନଙ୍କୁ…