Tag Archives: MEA

POK ଖାଲି କର! ପାକିସ୍ତନାକୁ ଚେତାବନୀ ଦେଲେ ଭାରତ ସରକାର

ନୂଆଦିଲ୍ଲୀ,୧୩।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଭାରତ କଶ୍ମୀର ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ କଡ଼ା ଆପତ୍ତି ପ୍ରକାଶ କରିଛି। ମଙ୍ଗଳବାର ଭାରତର ମତ ସ୍ପଷ୍ଟ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀର...

୩୦୦-୪୦୦ ତୁର୍କି ଡ୍ରୋନ୍‌ ବ୍ୟବହାର କରି ଭାରତର ୩୬ ସ୍ଥାନକୁ ଟାର୍ଗେଟ କରିଥିଲା ପାକିସ୍ତାନ: MEA

ନୂଆଦିଲ୍ଲୀ,୯।୫: ଅପରେଶନ ‘ସିନ୍ଦୂର’ର ଜବାବ ଦେବାକୁ ଯାଇ ପାକିସ୍ତାନ ଗୁରୁବାର ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଏହାକୁ ଭାରତ ବିଫଳ କରିଥିଲା। ତେବେ ପାକିସ୍ତାନ ତୁର୍କୀ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଥିବା ଶୁକ୍ରବାର MEA ର ଏକ...

MEAର ସ୍ପଷ୍ଟିକରଣ, ବୈଧ ରହିବ ଦୀର୍ଘକାଳିନ ଭିଜା

ନୂଆଦିଲ୍ଲୀ,୨୬।୪: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଗୁରୁବାର ସ୍ପଷ୍ଟ କରିଛି ଯେ ପାକିସ୍ତାନୀ ନାଗରିକଙ୍କ ପାଇଁ ସମ୍ପ୍ରତି ଭିଜା ସେବା ସ୍ଥଗିତ କରାଯିବା ସତ୍ତ୍ୱେ ହିନ୍ଦୁ ପାକିସ୍ତାନୀ ନାଗରିକଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଦୀର୍ଘକାଳୀନ ଭିଜା (LTV) ବୈଧ ରହିବ।...

MEAର ଚେତାବନୀ: ଭିଜା ଅବଧି ଶେଷ ହେବା ପୂର୍ବରୁ ଭାରତ ଛାଡନ୍ତୁ ପାକିସ୍ତାନୀ, ୨୯ ପରେ ମେଡିକାଲ ଭିଜା ବି…

ନୂଆଦିଲ୍ଲୀ,୨୪।୪: ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ପାଇଁ ଭିଜା ସେବା ତୁରନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ (MEA) କହିଛି ଯେ ପାକିସ୍ତାନୀ ନାଗରିକଙ୍କୁ ଜାରି କରାଯାଇଥିବା ସମସ୍ତ ଭିଜା ୨୭ ଏପ୍ରିଲରୁ ବାତିଲ ବୋଲି ବିବେଚନା...

ରୁଷିଆରେ ଚାକିରି ମିଳିବ କହି ଭାରତୀୟଙ୍କୁ ୟୁକ୍ରେନ୍‌ ସହ ଯୁଦ୍ଧ ଲଢ଼ିବାକୁ କରାଯାଉଛି ବାଧ୍ୟ !

ନୂଆଦିଲ୍ଲୀ,୮।୩: ବିଦେଶରେ ଚାକିରି କରାଇବାର ଆଶା ରଖିଥିବା ଭାରତୀୟ ଯୁବକଙ୍କୁ ପ୍ରଲୋଭନ ଦେଖାଇ ଭିନ୍ନ ଧରଣର ଠକେଇ କରାଯାଉଛି। ନିଯୁକ୍ତି ନାମରେ ଯୁବକଙ୍କୁ ରୁଷିଆ ନିଆଯାଇ ସେଠାରେ ୟୁକ୍ରେନ୍‌ ସହ ଯୁଦ୍ଧ ଲଢ଼ିବାକୁ କୁହାଯାଉଛି। ଏଭଳି ଅନେକ ମାମଲା ଆସିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri