ମୁଁ ୧୩୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବି: କାହିଁକି ଏମିତି କହିଲେ ଦଲାଇ ଲାମା ନୂଆଦିଲ୍ଲୀ,୫।୭: ତିବ୍ଦତୀୟ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଶନିବାର ତାଙ୍କ ଉତ୍ତରାଧିକାରୀଙ୍କ ଘୋଷଣାକୁ ନେଇ ଚାଲିଥିବା ଗୁଜବର ଅନ୍ତ ଘଟାଇଛନ୍ତି। ସେ ପ୍ରାୟ ୧୩୦ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିବାକୁ ଆଶା କରୁଥିବା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,...