May 1 rule changes: ପକେଟ୍ ଉପରେ ଛାଟ! LPGରୁ ନେଇ ATM-ରେଲଓ୍ବେ ଯାଏ, ମେ’ ପହିଲାରୁ ବଦଳିଗଲା ଏସବୁ ନିୟମ, ଜାଣି ରଖନ୍ତୁ… ନୂଆଦିଲ୍ଲୀ,୧।୫: ଆରମ୍ଭ ହୋଇଛି ମେ’ ମାସ। ଆଜିଠାରୁ ଦେଶରେ ଗ୍ୟାସ ସିଲିଣ୍ଡର ମୂଲ୍ୟଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ଏବଂ ରେଳବାଇ ପର୍ଯ୍ୟନ୍ତ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ଖର୍ଚ୍ଚ ଏବଂ ଜୀବନଚର୍ଯ୍ୟା ଉପରେ ସିଧାସଳଖ ପ୍ରଭାବ…