ନାସାକୁ ବଡ଼ ଝଟକା, ମଙ୍ଗଳ ଗ୍ରହରୁ ଗାୟବ ହେଲା MAVEN! ନୂଆଦିଲ୍ଲୀ,୧୧ା୧୨: ଆମେରିକାର ଅନ୍ତରୀକ୍ଷ ସଂସ୍ଥା ନାସା ମଙ୍ଗଳ ଗ୍ରହରୁ କିଛି ବିଚଳିତକର ଖବର ସାମ୍ନାକୁ ଆସିଛି । ଗତ 11 ବର୍ଷ ଧରି ଲାଲ ଗ୍ରହ ଉପରେ ନଜର ରଖିଥିବା ନାସାର ଏକ ଗୁରୁତ୍ୱପୂର୍ଣ୍ଣ ମହାକାଶଯାନ ହଠାତ୍ ଗାୟବ ହୋଇଯାଇଛି...