ଭାରତର ଖୁବ୍ ପ୍ରଶଂସା କଲେ ପାକିସ୍ତାନୀ ମୌଲବି
ଇସଲାମାବାଦ,୨୪।୧: ପାକିସ୍ତାନର ମୌଲାନା ମହମ୍ମଦ ଅଲି ମିର୍ଜା ଆଜିକାଲି ପାକିସ୍ତାନ ସରକାରଙ୍କ ବିରୋଧରେ କହୁଛନ୍ତି। କିନ୍ତୁ ଏଥର, ସେ ପାକିସ୍ତାନକୁ କଟାକ୍ଷ କରି ଯାହା କହିଛନ୍ତି, ତାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଶୁଣିବା ଉଚିତ। ମୌଲାନା ମହମ୍ମଦ ଅଲି ମିର୍ଜା ଭାରତର…


