ବାଂଲାଦେଶର T20 ଓ୍ବାର୍ଲଡ କପ ମ୍ୟାଚ ସିପ୍ଟକୁ ନେଇ ବିସିସିଆଇର ଆସିଲା ଜବାବ ନୂଆଦିଲ୍ଲୀ,୪।୧: ବାଂଲାଦେଶ କ୍ରିକେଟ ବୋର୍ଡ ଚାହୁଁଛି ଯେ ଏହାର T20 ବିଶ୍ୱକପ ୨୦୨୬ ମ୍ୟାଚ ଭାରତରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯାଉ। BCCI ଏହାର ଜବାବ ଦେଇଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଆଉ ଗୋଟିଏ ମାସ ବାକି ଥିବା ବେଳେ, ସମ୍ପୂର୍ଣ୍ଣ...