୧୧ ଝିଅଙ୍କ ବିବାହ ପାଇଁ ସାକ୍ଷାତକାରରେ ସାମିଲ ହେଲେ ୧୯୦୦ ଯୁବକ, ଦେଖନ୍ତୁ କେମିତି ହେଲା ଫାଇନାଲ ଜୟପୁର,୫।୭: ରାଜସ୍ଥାନରେ, ୧୯୦୦ ଯୁବକ ୧୧ ଜଣ ଝିଅଙ୍କ ସହିତ ବିବାହ ପାଇଁ ଆବେଦନ କରିଥିଲେ, ସେମାନଙ୍କର ସାକ୍ଷାତକାର ନିଆଯାଇଥିଲା। ଯୁବକମାନଙ୍କ ପରିବାର ଏବଂ ବ୍ୟବସାୟ ଦେଖାଯାଇଥିଲା। ମନୋନୀତ ପୁଅମାନଙ୍କ ବିଷୟରେ ଝିଅମାନଙ୍କ ମତାମତ ନିଆଯାଇଥିଲା ଏବଂ ସେମାନଙ୍କ ସମ୍ମତି...