ସ୍ତ୍ରୀ-ସ୍ବାମୀଙ୍କ ବୟସ ମଧ୍ୟରେ କେତେ ଅନ୍ତର ହେବା ଦରକାର, ଜାଣନ୍ତୁ କାହିଁକି କ’ଣ କହେ ବିଜ୍ଞାନ… ଯେତେବେଳେ ପ୍ରେମର କଥା ଆସେ ସେତେବେଳେ ଲୋକମାନେ କୌଣସି ପ୍ରକାରର ସୀମା ସରହଦ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ପ୍ରକୃତରେ ପ୍ରେମରେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ଯେତେବେଳେ ବିବାହର କଥା ଆସେ, ସମାଜର ଅନେକ ନିୟମ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା…